ଓଏଏସ୍ ଟପ୍ପର ତେଜସ୍ୱିନୀଙ୍କ ସଫଳତାର କାହାଣୀ

[youtube https://www.youtube.com/watch?v=JQ89PamvuzQ]ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ଵରର ତେଜସ୍ଵିନୀ ବେହେରା। ପ୍ରଥମ ଚେଷ୍ଟାରେ ହିଁ ତେଜସ୍ଵିନୀ ଏହି ସଫଳତା ପାଇ ପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ...

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଷ୍ଟ୍ରପତି ନିର୍ବାଚନ। ସୋମବାର ଦିନ ନିର୍ବାଚନ ଲାଗି ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଦିଲ୍ଲୀ ସଂସଦ ଭବନରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ...

ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବିଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଜନ ସମାଜ ପାର୍ଟି(ବିଏସପି) ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ। ଏ ନେଇ ଶନିବାର ବିଏସପି ମୁଖ୍ୟ ମାୟାବତୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଦଳର ନିଷ୍ପତ୍ତି ଅନୁସାରେ...

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ...

ଭୁବନେଶ୍ଵର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍‌ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ...

କଟକ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝି ଓ ବ୍ରହ୍ମପୁରରେ ବିବେକ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ୪୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ଦମୟନ୍ତୀ ମାଝି ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୨ ନମ୍ବର...

ବିଜେଡି ବିଜୟୀ: ସୁବାସ ସିଂଙ୍କ ମୁଣ୍ଡରେ କଟକ ମେୟର ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। କଟକ ଭୋଟରଙ୍କ ଭରସା ଜିତି କଟକ ମହାନଗର ନିଗମ ମେୟର ମୁକୁଟ ପିନ୍ଧିବାକୁ ଯୋଗ୍ୟ ସାବ୍ୟସ୍ତ ହେଲେ ବିଜେଡି...

ସୁଲୋଚନା ଦାସ ଭୁବନେଶ୍ଵରର ପ୍ରଥମ ମହିଳା ମେୟର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ନିର୍ବାଚନକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର, ତାକୁ ନେଇ ସମସ୍ତଙ୍କ...

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବାଜି ମାରିଲା ବିଜେଡି: ସରିତା ସାହୁ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷ ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ। ୨୧ଟି ଓ୍ଵାର୍ଡରୁ ବିଜେଡିକୁ ୧୧ଟି, କଂଗ୍ରେସକୁ ୫ଟି ଏବଂ...

ବିଜେଡିର ବାଜିମାତ୍ : ବ୍ରହ୍ମପୁର ମେୟର ଆସନ ହାତେଇଲେ ସଂଘମିତ୍ରା ଦଳେଇ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। ଶେଷରେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ହାତେଇବାରେ ସଫଳ ହେଲେ...