ରତିକାନ୍ତରୁ ୠତୁପର୍ଣ୍ଣା: ଓଡ଼ିଶାର ପ୍ରଥମ କିନ୍ନର ଅଫିସର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପାଲଟିଥିବା ଆମ ସମୟର ଜଣେ କିନ୍ନରଙ୍କ ଜୀବନ ସଂଗ୍ରାମ ଓ ସଫଳତାର କାହାଣୀ ସ୍କୁଲବେଳେ ପିଟି ସାର୍ କହୁଥିଲେ, “କ୍ଲାସରେ କିଏ କିଏ ମାଇଚିଆ ଅଛ, ଛିଡ଼ା ହୁଅ”। ପୂର୍ବତନ ଆର୍ମି କର୍ମଚାରୀ ଥିବା ବାପା ବି କହୁଥିଲେ, “ବାଘଘରେ ଗୋଟେ ଛେଳି ଛୁଆ ଜନ୍ମ ହୋଇଛି।“ ପିଉସୀ ପୁଅ କହୁଥିଲା,“ତୋ’ ଭଳି ମାଇଚିଆ ଜୀବନରେ କୌଣସି ଇଣ୍ଟରଭ୍ୟୁ ପାସ୍ କରିପାରିବ ନାହିଁ”। ଏଠି, ସେଠି, ସବୁଠି ଏତେ ସବୁ … Continue reading ରତିକାନ୍ତରୁ ୠତୁପର୍ଣ୍ଣା: ଓଡ଼ିଶାର ପ୍ରଥମ କିନ୍ନର ଅଫିସର୍