ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ତଥା ରାଜ୍ୟର ୨୪ ଘଣ୍ଟାର ପ୍ରମୁଖ ୧୦ଟି ଖବରକୁ ନେଇ ଓଡ଼ିଶାଲାଇଭ୍‌ ପ୍ରସ୍ତୁତ କରିଛି ‘ଟପ୍‌ ଟେନ୍‌ ନ୍ୟୁଜ୍’।

୧. ତିନି ହଜାର ଟଙ୍କାର ଜାଲ ଋଣ ଘଟଣାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଅଧ୍ୟକ୍ଷ ଗିରଫ।

୨. ତୃଣମୂଳ କଂଗ୍ରେସ ନେତାଙ୍କୁ ପଶ୍ଚିମବଙ୍ଗ ବିଜେପି ମୁଖ୍ୟଙ୍କ ଧମକ ‘ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ’।

୩. କିଙ୍ଗଫିସର ଏୟାର ଲାଇନ୍ସର ପୂର୍ବତନ କର୍ମଚାରୀ ବକେୟା ଦରମା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଲେ ଚିଠି।

୪. ୯ ଦିନ ଧାରଣାରେ ବସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଧାରଣା ପ୍ରତ୍ୟାହାର କଲେ।

୫. ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି।

୬. ଡିଜିଟାଲ ଇଣ୍ଡିଆ ଫୁସ୍: ମାତ୍ର ୨୫ ପ୍ରତିଶତ ବୟସ୍କ ଇଣ୍ଟରନେଟ ବ୍ୟବହାର କରନ୍ତି।

୭. ଆଲିଆ ଭଟ ଓ ରଣବୀର କପୁର ୨୦୨୦ରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

୮. ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଉପରକୁ ଉଠିଲେ ଶିଖର ଧାବନ।

୯. ଇଣ୍ଡିଗୋ ଏବେ ଭାରତର ଟପ ଏୟାର ଲାଇନ, ମେ ମାସରେ ମାର୍କେଟ ସେୟାର ୪୧ ପ୍ରତିଶତ।

୧୦. ଏୟାର ଇଣ୍ଡିଆ ଘରୋଇକରଣ ପ୍ରସ୍ତାବକୁ ବାତିଲ କଲେ କେନ୍ଦ୍ର ସରକାର।

Comment