ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନରେ ଟିଆରଏସ୍ ବହୁମତ ହାସଲ କରିବା ପରେ କେସିଆର ହେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ।

ଟିଆରଏସ୍(ତେଲେଙ୍ଗାନା ରାଷ୍ଟ୍ର ସମିତି) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଡିସେମ୍ବର ୧୩ରେ ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି।

ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିପୁଳ ପରିମାଣର ସଫଳତା ହାସଲ କରିଛି। ସେଠି ପୁଣି ଟିଆରଏସ ସରକାର ଗଠନ କରିବ।

ତେଲେଙ୍ଗାନା କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିଜେପି, କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୮ ଟି ଆସନ ଅକ୍ତିଆର କରିଛି। ଗଜେୱାଲ ନିର୍ବାଚନ ମଣ୍ଡଳୀରୁ ୫୦ ହଜାର ଭୋଟରେ ବିଜୟୀ ହୋଇଛି।

Comment