ଓଡ଼ିଶାଲାଇଭ ବ୍ୟୁରୋ

ଗୌହାଟିରୁ ଚେନ୍ନାଇ ଯାଉଥିବା ବେଳେ ଭୁବନେଶ୍ୱର ବିମାନ ଜରୁରୀ ଅବତରଣ କରିଛି। ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ୩ ମାସର ଶିଶୁ ଅସୁସ୍ଥ ଯୋଗୁଁ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ବିମାନ।

ଜୁରୁରୀ ଚିକିତ୍ସା ଲାଗି ବିମାନକୁ ଅବତରଣ କରାଯାଇଛି। ଶିଶୁଟିକୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଶିଶୁରୋଗ ବିଶେଷଜ୍ଞମାନେ ଚିକିତ୍ସା ଆରମ୍ଭ କରିଛନ୍ତି।

Comment