ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସାହସିକତା ପୁରସ୍କାର୨୦୧୮ର ତାଲିାକା ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣ ପିଲା ମନୋନୀତ ହୋଇଛନ୍ତି। ସେମାନଙ୍କ ନାଁ ସିତୁ ମଲ୍ଲିକ, ରଞ୍ଜିତା ମାଝୀ, ଝିଲି ବାଗ ଓ ବିଶ୍ୱଜିତ ପୁହାଣ।

ଏହି ପୁରାସ୍କାର ପାଇବା ଲାଗି ୨୧ଜଣ ପିଲା ମନୋନୀତ ହୋଇଛନ୍ତି। ଏଥିରେ ୮ ଜଣ ଝିଅ ଓ ୧୩ ଜଣ ପୁଅ ଅଛନ୍ତି।

ଏହି ୨୧ଜଣ ପିଲାଙ୍କ ମଧ୍ୟରେ ସମଗ୍ର ଦେଶରୁ ଓଡ଼ିଶାରୁ ସବୁଠୁ ଅଧିକ ପିଲା ଅଛନ୍ତି। ଏ ସମସ୍ତଙ୍କୁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ।

Comment