ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମାମଲା। ମୟୂରଭଞ୍ଜର ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଁସଦା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମାମଲା ଦାଏର କରିଛନ୍ତି। ବାରିପଦା ଏସଡିଜିଏମ କୋର୍ଟରେ ଏହି ମାମଲା ଦାଏର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ତାଙ୍କ ସମ୍ମାନ ହାନି କରିଥିବା ସେ ଅଭିଯୋଗ କରିଛନ୍ତି। ଚିଟଫଣ୍ଡ ଦୁର୍ନିତୀ ନେଇ ରାମଚନ୍ଦ୍ରଙ୍କ ବାବଦରେ ଧର୍ମେନ୍ଦ୍ର ଦେଇଥିବା ବକ୍ତବ୍ୟ ବିରୋଧରେ ମାମଲା ଦାଏର କରିଥିବା ହାଁସଦା କହିଛନ୍ତି।

Comment