ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡ଼ା ସୋସିଆଲ ମିଡ଼ିଆରେ ବି ଅନେକ ଲୋକପ୍ରିୟ। ସନ୍ନି ଲିଓନୀଙ୍କ ଇନଷ୍ଟ୍ରାଗ୍ରାମରେ ଫଲୋୟର୍ସଙ୍କ ସଂଖ୍ୟା ୧୮ମିଲିୟନ। ସନ୍ନି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସିମ୍ବା’ର ଟ୍ରେଣ୍ଡିଂ ସଙ୍ଗ ‘ଆଁଖ ମାରେ’ରେ ଡ୍ୟାନ୍ସ କରିଛନ୍ତି।

 

View this post on Instagram

 

Thanks everyone 18million!! Woohoo! Time to dance and celebrate with @dirrty99 Love all 18 million of you! ?

A post shared by Sunny Leone (@sunnyleone) on

 ଏହି ଡ୍ୟାନ୍ସ ସେ ନିଜ ପତିଙ୍କ ସହିତ କରିଛନ୍ତି। ଏହା ସହିତ ସନ୍ନି ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ନିଜ ଫ୍ୟାନମାନଙ୍କ ସହିତ ଶେୟାର ବି କରିଛନ୍ତି।

ବକ୍ସ ଅଫିସରେ ‘ଆଁଖ ମାରେ’ ଗୀତ ଅନେକ ଲୋକପ୍ରିୟ ହୋଇସାରିଛି। ଏହି ଗୀତରେ ଡ୍ୟାନ୍ସ କରୁଥିବା ବେଳେ ସନ୍ନି ଖୁସି ଥିବା ନଜର ଆସିଛନ୍ତି। ଏହି ଭିଡ଼ିଓକୁ ଏ ପର୍ଯନ୍ତ ୧୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Comment