ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ସୋସିଆଲ ମିଡିଆରେ ଟେନ୍‌ ଇଅର୍‌ ଚାଲେଞ୍ଜ ଭାଇରାଲ ହେଉଛି। ଅନେକ ଲୋକ ନିଜ ୧୦ ବର୍ଷର ପୁରୁଣା ଫଟୋକୁ ବର୍ତ୍ତମାନର ଫଟୋ ସହ ଯୋଡ଼ି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆପଣଙ୍କ ମଧ୍ୟରେ ଏମିତି ଅନେକ ଲୋକ ଥିବେ ଯେଉଁମାନେ ଏଭଳି କରିଥିବେ। ବର୍ତ୍ତମାନ ଏହି ଚାଲେଞ୍ଜ ସୋସିଆଲ ମିଡିଆରେ ଭାଇରାଲ।

ତେବେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ବଲିଉଡର କଳାକାରମାନେ। ସୋନମ୍‌ କପୁର, ସୋନୁ ସୁଦ୍‌, କରନ୍‌ ଜୋହର, ଶିଳ୍ପା ସେଟ୍ଟୀ, ରାଜକୁମାର ରାଓ, ବିପାଶା ବସୁ ପ୍ରମୁଖ ଏହି ଚାଲେଞ୍ଜରେ ଭାଗ ନେଇଛନ୍ତି। ଏଭଳି ଅନେକ କଳାକାରମାନେ ନିଜ ୧୦ ବର୍ଷର ପୁରୁଣା ଫଟୋକୁ ବର୍ତ୍ତମାନର ଫଟୋ ସହ ଯୋଡ଼ି ସେୟାର କରୁଛନ୍ତି। ଆସନ୍ତୁ ଜାଣିବା ଏ ବିଷୟରେ..

ସୋନମ୍‌ କପୁର

 

View this post on Instagram

 

#10yearchallenge #23to33 from DELHI 6 to ek Ladki Ko Dekha toh AISA Laga.. do you think I got dads genes??? @anilskapoor

A post shared by SonamKAhuja (@sonamkapoor) on

ବଲିଉଡ ଅଭିନେତ୍ରୀ ସୋନମ୍‌ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଟେନ୍‌ ଇଅର୍‌ ଚାଲେଞ୍ଜ ଟାଗ୍‌ରେ ଏକ ଫଟୋ ଅପଲୋଡ କରିଛନ୍ତି। ଏହି ଫଟୋରେ ଫିଲ୍ମ ‘ଦିଲ୍ଲୀ ୬’ ରୁ ଆରମ୍ଭ କରି ‘ଏକ ଲଡକି କୋ ଦେଖା ତୋ ଐସା ଲଗା’ ପର୍ଯ୍ୟନ୍ତ ତାଙ୍କ ଜର୍ଣ୍ଣିକୁ ପିତା ଅନିଲ କପୁରଙ୍କ ସହ ତୁଳନା କରିଛନ୍ତି ସୋନମ୍‌।

ସୋନୁ ସୁଦ୍‌

 

View this post on Instagram

 

#10yearchallenge

A post shared by Sonu Sood (@sonu_sood) on

କରନ୍‌ ଜୋହର

 

View this post on Instagram

 

A decade!! High on hair dye but still resisting Botox! I hope this feeling lasts!! #10yearchallenge

A post shared by Karan Johar (@karanjohar) on

 ଶିଳ୍ପା ସେଟ୍ଟୀ

ରାଜକୁମାର ରାଓ

 

View this post on Instagram

 

A decade later- Still happy; still at it; still learning to act. ? ?❤️ #10YearChallenge

A post shared by Raj Kummar Rao (@rajkummar_rao) on

Comment