ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାରେ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଝାଡେଶ୍ୱରପୁର ବସ୍ତିରୁ ପୋଲିସ ୨୩ଗ୍ରାମ ବ୍ରାଉନସୁଗାର ଜବତ କରିଛି।

ଏହା ସହିତ ପୋଲିସ ଜଣଙ୍କୁ ଗିରଫ କରାଯାଇଛି। ତା ନାଁ ଅନୀଲ। ପୋଲିସ ଅନୀଲକୁ ପଚରାଉଚରା ଆରମ୍ଭ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅବକାରୀ ବିଭାଗର ଚଢାଉ କରି ବ୍ରାଉନସୁଗାର ଜବତ କରିଛି।

ତେବେ ବାରମ୍ବାର ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ଜବତ ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି

Comment