ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଟାଉନରେ କ୍ୟୁଟ୍‌ କପୁଲ କୁହାଯାଉଥିବା ରିତେଶ ଦେଶମୁଖ ଓ ଜେନେଲିଆ ଦେଶମୁଖଙ୍କ ବିବାହକୁ ୭ବର୍ଷ ବିତିଛି।

ନିଜ ବିବାହ ବାର୍ଷିକୀରେ ଜେନେଲିଆ ରିତେଶଙ୍କ ଲାଗି ଏମିତି ଏକ ମେସେଜ ଲେଖିଛନ୍ତି, ଯାହାକୁ ପଢିଲେ କେହି ଝିଅ ସେ ପୋଷ୍ଟକୁ ୨ଥର ପଢିବ।

ଜେନେଲିଆ ଲେଖିଛନ୍ତି ମୋ ହସର କାରଣ ରିତେଶ।

ଏହାସହିତ ଜେନେଲିଆ ଆହୁରି ଲେଖିଛନ୍ତି,”ସବୁଝିଅଙ୍କର ଏକ ସ୍ୱପ୍ନ ଥାଏ ନିଜ ସ୍ୱାମୀଙ୍କୁ ନେଇ, ସେମାନେ କେମିତି  ସ୍ୱାମୀ ଚାହାନ୍ତି ସେ ନେଇ। ସତ କହିବାକୁ ଗଲେ ମୋ ସେମିତି କିଛ ସ୍ୱପ୍ନ ନଥିଲା। ମୋପାଖରେ ରିତେଶଙ୍କ ପରି ଏକ ଅଦ୍ଦୁତ ପାଟର୍ନର ଅଛନ୍ତି। ଯେ ମୋର ସବୁଠୁ ଭଲ ବନ୍ଧୁ।”

ଜେନେଲିଆ କହିଛନ୍ତି,”ମୋତେ ସବୁବେଳେ ରିତେଶଙ୍କ ସାଥ ମିଳିଛି ଯେତେବେଳେ ମୋତେ କାହାର ସାଥ କିମ୍ବା ଏମିତି ପରିସ୍ଥିତି ଯେତେବେଳେ ମୁଁ କାହାର କାନ୍ଧରେ ମୁଣ୍ଡ ରଖି ଶୋଇବାକୁ ଇଛା କରିଛି।”

“ସେ ମୋତେ କଥା ଦେଇଛନ୍ତି ଜୀବନରେ ଯାହା ବି ପରିସ୍ଥିତ ଆସୁ ଆମେ ଏକାଠି ତାହାର ସାମ୍ନା କରିବା।”

 

View this post on Instagram

 

Every girl has a certain perception of how they would want their life partner to be… I Honestly Didn’t.. I had this most amazing partner who was my bestest friend, who was the shoulder, I always found when I needed to cry and who made me believe that no matter how tough life is, with us being partners we would take it on,in any form, in any way… That’s the man I eventually married and he never ever stopped being the reason for my smile… So I’m glad I never ever had a perception because the reality of living and breathing this wonderful man is all I ever needed to know.. I Love you @riteishd ..Here’s to many more laughs together, to the zillion times we will wipe each other’s tears and pick each other up when either/or feels weak or simply to life together forever and ever… Happy Anniversary ❤️❤️❤️❤️❤️❤️❤️

A post shared by Genelia Deshmukh (@geneliad) on

 ଏହା ସହିତ ଜେନେଲିଆ ନିଜ ବିବାହର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି,”ଏ ସେହି ବ୍ୟକ୍ତି ଯାହାଙ୍କ ସହ ମୋର ବିବାହ ହୋଇଛି ଓ ସେ ସବୁବେଳେ ମୋ ହସର କାରଣ।”

Comment