ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଣେ ଯୁବକଙ୍କ ଉପରେ ଏକ ଘରୋଇ ବସ ଚଢ଼ିଯାଇଛି। ଦୁର୍ଘଟଣାରେ ଉକ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ ହୋଇଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବସ ଡ୍ରାଇଭରକୁ ଗିରଫ ଦାବିରେ ବସକୁ ଭଙ୍ଗାରୁଚା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରସ୍ଥିତିକୁ ଆୟତ କରିଛି।

Comment