ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରୁ ନିଲମ୍ବିତ ନେତା କୀର୍ତ୍ତି ଆଜାଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି କୀର୍ତ୍ତି ଆଜାଦ।

କ୍ରିକେଟରୁ ନେତା ହୋଇଥିବା କୀର୍ତ୍ତି କଂଗ୍ରେସନରେ ସାମିଲ ହେବାନେଇ ଟୁଇଟରରେ ସୂଚନା ଦେଇଥିଲେ। ଦଳବିରୋଧୀ କାମ ଲାଗି ୨୦୧୫ରେ ବିଜେପିରୁ ନିଲମ୍ବିତ ହୋଇଥିଲେ କିର୍ତ୍ତି।

ରାହୁଲଙ୍କ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନ ମୋଦିଙ୍କ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି କୀର୍ତ୍ତି ଆଜାଦ।

Comment