ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ସଂଘର୍ଷପୂର୍ଣ୍ଣ ରହିଛି। ଏହି ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ତିନି ସେନା ମୁଖ୍ୟ ପ୍ରେସମିଟ କରିବେ। ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ଆଲୋଚନା କରାଯିବ।

ପାକିସ୍ତାନରେ ପଶି ଆତଙ୍କବାଦୀ କ୍ୟାମ୍ପକୁ ଭାରତ ନଷ୍ଟ କରିଦେବା ପରେ ଭାରତ ଓ ପାକ୍‌ ଭିତରେ ବିବାଦ ଜୋର ଧରିଛି। ଭାରତର ପଦକ୍ଷେପ ପରେ ପାକିସ୍ତାନ ବାୟୁସେନା ଭାରତ ସୀମା ଉଲଙ୍ଘନ କରିଥିଲା। ଭାରତ ଏନେଇ ସଜାଗ ରହିଥିବାରୁ ପାକିସ୍ତାନ କୌଣସି ଆକ୍ରମଣ କରିପାରିନଥିଲା।

 

Comment