ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ ଆଜି ମହିଳାଙ୍କ ଅଧିକାର ଓ ତାଙ୍କୁ ସମ୍ମାନ ଦେବା ପାଇଁ ଆର୍ନ୍ତିଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମହିଳା ଦିବସ ପାଇଁ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳା ଦିବସ ପାଇଁ ଟୁଇଟ କରିଛନ୍ତି। ସେ ଟୁଇଟରେ ଲେଖଇଛନ୍ତି, “ମହିଳା ଦେଶର, ସମାଜର, ପରିବାରର ପ୍ରେରଣାର ସ୍ରୋତ। ଆସନ୍ତୁ ଏମିତି କିଛି ନଦକ୍ଷେପ ନେବା ଯାହା ଆଗାମୀ ଦିନରେ ମହିଳାଙ୍କ ଭିବଷ୍ୟତକୁ ସୁନିଶ୍ଚିତ କରିବ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହିଳାଙ୍କୁ ମହିଳା ଦିବସର  ଅଭିନନ୍ଦନ ଜଣାଇଛନ୍ତି।

Comment