ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାରା ରାଜ୍ୟରେ ଲୋକେ ହୋଲି ଖେଳୁଛନ୍ତି। ସମସ୍ତେ ପରସ୍ପରକୁ ଫଗୁ ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି।

କୁହାଯାଏ ହୋଲି ରଙ୍ଗ,ପ୍ରେମ ଓ ଭଲପାଇବାର ପର୍ବ। ଟିକେ ଅବିର ରଙ୍ଗୀନ କରେ ସମ୍ପର୍କକୁ। ହୋଲି ଅବସରେ ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଆପଣ ସମସ୍ତଙ୍କୁ  ଅନେକ ସାରା ଶୁଭେଛା। ସମସ୍ତେ ନିଜ ପରିବାର ସହ ସୁରକ୍ଷିତ ଭାବେ ହୋଲି ଖେଳନ୍ତୁ।

Comment