ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଆଇପିଏଲ୍‌ରେ ଖେଳାଯାଉଛି ଚଳିତ ସଜନ୍‌ର ୨୨ତମ ମ୍ୟାଚ୍‌। ଆଜିର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ କିଙ୍ଗ୍ସ ଏକାଦଶ ପଞ୍ଜାବ। ରାତି ୮ଟାରେ ମହାଲିରେ ଏହି ଖେଳାଯିବ।

ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ପ୍ରମୁଖ ବୋଲର ଆମ୍ନାସାମ୍ନି ହେବେ। ଭୁବନେଶ୍ୱର କୁମାରଙ୍କ ହାଇଦ୍ରାବାଦର ଓ ଆର୍‌ ଅଶ୍ୱିନ୍‌ଙ୍କ ପଞ୍ଜାବ ଟିମ୍‌ ମଧ୍ୟରେ ହେବ କଡ଼ା ମୁକାବିଲା।

ମ୍ୟାଚ୍‌ରେ ଟସ୍‌ ଜିତି ପଞ୍ଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

Comment