ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଥିଲା ବେଳେ ଆଜିର ଭୋଟଦାନରେ ବହୁ ଜଣାଶୁଣା  ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଆସନ୍ତୁ ଦେଖିବା ସେଭଳି କିଛି ପ୍ରାର୍ଥୀ ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା ହେବ।

ବିଜେଡି
ରାଜେନ୍ଦ୍ର ଢୋଲକିଆ- ନୂଆପଡ଼ା
ଖଡ଼ିଆଳ – ଲମ୍ବୋଦର ନିଆଲ
ଜୁନାଗଡ଼- କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର
ଭବାନୀପାଟଣା – ଦୁଷ୍ମନ୍ତ ନାୟକ
ନର୍ଲା -ଭୁପିନ୍ଦର ସିଂହ
ଉମରକୋଟ – ସୁବାସ ଗଣ୍ଡ
ନବରଙ୍ଗପୁର – ସଦାଶିବ ପ୍ରଧାନି
ମାଲକାନଗିରି – ମୁକୁନ୍ଦ ସୋଡି
ଗୋପାଳପୁର – ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର – ବିକ୍ରମ ପଣ୍ଡା
ଦିଗପହଣ୍ଡି – ସୂର୍ଯ୍ୟ ନାରାୟଣ ପାତ୍ର
ଚିକିଟି – ଉଷା ଦେବୀ
ପାରଳାଖେମୁଣ୍ଡି – କଲ୍ୟାଣୀ ଦେବୀ
ରାୟଗଡା – ଲାଲ ବିହାରୀ ହିମିରିକା
ଜୟପୁର – ରବି ନାରାୟଣ ନନ୍ଦ
କୋରାପୁଟ -ରଘୁନାଥ ପଦାଳ

ବିଜେପି
ଜୁନାଗଡ଼- ମନୋଜ ମେହେର
ଧର୍ମଗଡ଼ – ଅନନ୍ତ ପ୍ରତାପ ଦେଓ
ଭବାନୀପାଟଣା- ପ୍ରଦୀପ୍ତ କୁମାର ନାୟକ
ବ୍ରହ୍ମପୁର – କାହ୍ନୁ ଚରଣ ପତି
ଦିଗପହଣ୍ଡି – ପିଙ୍କି ପ୍ରଧାନ
ଚିକିଟି – ମନୋରଞ୍ଜନ ଦ୍ୟାନସାମନ୍ତରାୟ
ମୋହନା – ଭରତ ପାଇକ
ପାରଳାଖେମୁଣ୍ଡି – କେ ନାରାୟଣ ରାଓ
ଜୟପୁର – ଗୌତମ ସାମନ୍ତରାୟ
ପଟାଙ୍ଗି – ରାମଚନ୍ଦ୍ର ପାଙ୍ଗି

କଂଗ୍ରେସ
ନୂଆପଡ଼ା – ଘାସିରାମ ମାଝି
ଖଡ଼ିଆଳ – ଅଧିରାଜ ମୋହନ ପାଣିଗ୍ରାହୀ
ଜୁନାଗଡ଼ –  ଅନୀଲ ସିଂହଦେଓ
ନବରଙ୍ଗପୁର – ସଦନ ନାୟକ
ଦିଗପହଣ୍ଡି – ପ୍ରଫୁଲ୍ଲ ପଣ୍ଡା
ଛତ୍ରପୁର – ପ୍ରଦୀପ ସେଠୀ(ସିପିଆଇ)
ବ୍ରହ୍ମପୁର – ଲିଙ୍ଗରାଜ ଚୌଧୁରୀ
ପାରଳାଖେମୁଣ୍ଡି – କେ ସୂର୍ଯ୍ୟ ରାଓ
ଜୟପୁର – ତାରା ପ୍ରସାଦ ବାହିନୀପତି

ସ୍ୱାଧୀନ
ପାରଳାଖେମୁଣ୍ଡି -ତିରୁପତି ପାଣିଗ୍ରାହୀ

Comment