ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ସବୁଠାରୁ ଖାସ୍। ରିଲ ଲାଇପଠୁ ଆରମ୍ଭ କରି ରିଅଲ ଲାଇଫରେ ଦୁଇ ଜଣଙ୍କ ଲଭଷ୍ଟୋରି ବେଶ୍ ମଜାଦାରା।

ରିପୋର୍ଟ ଅନୁସାରେ ଅଜୟ ପ୍ରଥମେ ପ୍ରଥମେ କାଜଲଙ୍କୁ ଆଦୌ ପସନ୍ଦ କରୁନଥିଲୋ। ଫିଲ୍ମ ’ହଲଚଲ’ ସୁଟିଂ ସମୟରେ ଦୁଇ ଜଣ ଘନିଷ୍ଠ ହୋଇଥିଲୋ ଧୀରେ ଧୀରେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଅଜୟ ଓ କାଜଲ ୧୯୯୯ ମସିହାରେ ବିବାହ କରିନେଇଥିଲୋ ସେହି ସମୟରେ ଅଜୟ ବଲିଡଡରେ ଏତେ ଖ୍ୟାତି ଅର୍ଜନ କରିନଥିଲୋ ତଥାପି କାଜଲ ତାଙ୍କୁ ଜୀବନସାଥୀ ଭାବେ ବାଛି ନେଇଥିଲୋ

କାଜଲଙ୍କ ପୂର୍ବରୁ କିନ୍ତୁ ଅଜୟଙ୍କ ନାମ ବଲିଉଡର ଅନ୍ୟ ହିରୋଇନଙ୍କ ସହ ଯୋଡ଼ି ହୋଇଥିଲା। ବଲିଉଡ ଅଭିନେତ୍ରୀ ରବିନାଙ୍କୁ ଅଜୟ ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା।

ବଲିଉଡର ବହୁ ସୁପରହିଟ୍ ଫିଲ୍ମରେ ଏହି ଯୋଡ଼ି କାମ କରିଛନ୍ତିା ଅଜୟ ଓ କାଜଲଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତିା

ପ୍ୟାର ତୋ ହୋନା ହି ଥା, ଇଶ୍କ ଫିଲ୍ମରେ ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଇଥିଲା କେବଳ ଫିଲ୍ମରେ ନୁହେଁ ରିଅଲ ଲାଇଫରେ ତାଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରିଥାନ୍ତିା

Comment