ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଓଡ଼ିଆ ସଂସ୍କୃତି ଅନୁଯାୟୀ ଆଜିର ଦିନଟିକୁ ଓଡ଼ିଆ ନୂତନ ବର୍ଷ ଭାବେ ପାଳନ କରାଯାଏ। ତେବେ ଓଡ଼ିଆ ନବ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ନୂଆବର୍ଷ ନୂଆ ଆଶା ଓ ଆକାଂକ୍ଷା ନେଇଆସୁ। ମହା ବିଷୁବସଂକ୍ରାନ୍ତି ଅବସରରେ ଆପଣଙ୍କ ସମସ୍ତ ସ୍ୱପ୍ନ ସାକାର ହେଉ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

Comment