ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଟିମରେ ରବିନ୍ଦ୍ର ଜାଡେଜା ଚୟନ ହେବାପରେ ସେ ବିଜେପିକୁ ସମର୍ଥନ କରିବା ପାଇଁ ଘୋଷଣା କରିଛନ୍ତି। ଖେଳାଳିଙ୍କ ନାମ ଘୋଷଣା ହେବାର କିଛି ଘଣ୍ଟାପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଏନେଇ ଏକ ଟୁଇଟ କରିଥିଲୋ

ଟୁଇଟରେ ଭାରତୀୟ ଜନତା ପାର୍ଟିର ସିମ୍ବଲ ସେୟାର କରିବା ସହ ମୁଁ ବିଜେପିକୁ ସପୋର୍ଟ କରେ ବୋଲି ଲେଖିଛନ୍ତି ଜାଡେଜା। ଏହି ଟୁଇଟକୁ ଜାଡ଼େଜା ମୋଦିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତିା ଜାଡେଜାଙ୍କର ବିଜେପି ସମର୍ଥନକୁ  ସୋସିଆଲ ମିଡିଆରେ ଅନେକ ସ୍ୱାଗତ କରିଛନ୍ତିା

ଜାଡେଜାଙ୍କ ଏହି ଟୁଇଟକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟୁଇଟ କରିଛନ୍ତିା ବିଶ୍ୱକପ ଲାଗି ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇଥିବାରୁ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତିା

ଜାଡେଜାଙ୍କ ପତ୍ନୀ ରିୱା ମାର୍ଚ୍ଚରେ ବିଜେପିରେ ସାମିଲ ହୋଇଥିଲୋ ଏହାପରେ ଜାଡେଜାଙ୍କ ବାପା ଓ ତାଙ୍କ ଭଉଣୀ ଏପ୍ରିଲ ୧୪ରେ କଂଗ୍ରେସରେ ସାମିଲ ହୋଇଥିଲୋ

Comment