ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ଣପ୍ରବାହ ଜାରି ରହିଛି। ଆଜି ୮ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୭ ଥିଲା। ଏହାସହିତ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।

ସେହପରି ମାଲକାନଗିରିରେ ୪୦.୮, ସମ୍ବଲପୁରରେ ୪୦.୫, ଝାରସୁଗୁଡ଼ାରେ ୪୦ ଡିଗ୍ରୀ,ଟିଟଲାଗଡ଼ରେ ୪୨ ଡିଗ୍ରୀ,କଟକ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।

Comment