ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରଣ ପଟେଲ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କ ଅଭିନୀତ ଲୋକପ୍ରିୟ ସିରିଏଲ “ୟେ ହୈ ମହବତେଁ” ବନ୍ଦ ହେବାକୁ ଯାଉଛିା ରିପୋର୍ଟ ଅନୁସାରେ ସୋକୁ ଜୁନରେ ହିଁ ବନ୍ଦ କରାଯିବା ସିରିଏଲର ଟିଆରପି ଦିନକୁ ଦିନ କମୁଥିବାରୁ ସିରିଏଲ ମେକର ସୋ’କୁ ବନ୍ଦ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତିା

ମେକର୍ସ ସିରିଏଲକୁ ଜାରି ରଖିବା ପାଇଁ ବହୁତ ଉଦ୍ୟମ କରି ବି ସୋ’ ନଚାଲିବାରୁ ନିଷ୍ପତ୍ତି ନେଇଛନ୍ତିା

ଷ୍ଟାର ପ୍ଲସରେ ପ୍ରସାରିତ ଏହି ଲୋକପ୍ରିୟ ସିରିଏଲ ୨୦୧୩ରୁ ଆରମ୍ଭ ହୋଇଥିଲା। ଦୀର୍ଘ ୬ ବର୍ଷ ପରେ ସିରିଏଲଟି ବନ୍ଦ ହେବାକୁ ଯାଉଛିା

ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଦିବ୍ୟାଙ୍କା ତ୍ରିପାଠୀ ଓ କରଣ ପଟେଲା  ଦିବ୍ୟାଙ୍କା ସିରିଏଲରେ ଇଶିତା ଭୂମିକାରେ ଅଭିନୟ କରୁଥିବଲାବେଳେ କରଣ ରମଣ ଭୂମିକାରେ ଅଭିନୟ କରିଥିଲୋ

ସିରିଏଲରେ ସବୁଠୁ ଆକର୍ଷଣୀୟ ଚେହେରା ଥିଲେ ଶିଶୁ କଳାକାର ରୁହି। ଯାହାକୁ ଦେଖିବାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲୋ ଫିଲ୍ମରେ ଇଶିତା ରମଣଙ୍କ ଲଭଷ୍ଟୋରି ମଧ୍ୟ ଦେଖାଯାଇଥିଲା।

Comment