ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଭାରତ’ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛିା ଏହି ପୋଷ୍ଟରରେ  ସଲମାନ ଖାନ ଜଣେ ନେଭି ଅଫସର ଭାବେ ଦେଖାଯାଇଛନ୍ତିା

ତାଙ୍କ ସହିତ ଅଭିନେତ୍ରୀ କ୍ୟାଟ୍ରିନା ବି ଦେଖାଯାଇଛନ୍ତିା ସଲମାନ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ପୋଷ୍ଟରକୁ ସେୟାର କରିଛନ୍ତିା ଫଟୋ ସେୟାର କରି ‘‘ମେରା ମିଟି, ମେରା ଦେଶ,ଭାରତ କୋ ସଲାମ’’ ଲେଖିଛନ୍ତି ସଲମାନା

ଏହା ପୂର୍ବରୁ ଫିଲ୍ମର ଆଉ ଦୁଇଟି ପୋଷ୍ଟର ରିଲିଜ ହୋଇଛିା ପ୍ରଥମ ପୋଷ୍ଟରରେ ସଲମାନଙ୍କୁ ବୃଦ୍ଧ ଭୂମିକାରେ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ପୋଷ୍ଟରରେ ସଲମାନଙ୍କ ୟଙ୍ଗ ଲୁକ ଦେଖିବାକୁ ମିଳିଥିଲା।

ଅଲ୍ଲୀ ଆବାସ ଜଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ଭାରତ ଇଦ୍ ଅବସରରେ ରିଲିଜ ହେବା ଫିଲ୍ମରେ ସଲମାନ, କ୍ୟାଟ୍ରିନା, ଦିଶା ପାଟନୀ, ତବ୍ବୁ, ଜ୍ୟାକି ଶ୍ରଫ୍, ସୁନିଲ ଗ୍ରୋଭର ନଜର ଆସିବୋ

Comment