ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ରୋଡ୍‌ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୁନ ଭାଟି ନିକଟରୁ ୩ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି ଯାଜପୁର ରୋଡ୍‌ ପୋଲିସ।

ଏମାନଙ୍କ ପାଖରୁ ୩୨ ଗ୍ରାମ୍‌ ବାଉନ୍‌ସୁଗାର ସହ ୬୮ ହଜାର ଟଙ୍କା ଏବଂ ୮ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ।

ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳା ଥିବା ସୂଚନା ମିଳିଛି।

Comment