ଓଡ଼ିଶାଲାଇଭ ବ୍ୟୁରୋ

ରାଇରଙ୍ଗପୁରରେ ଆଜି ସକାଳୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୨୦ରେ ଭୂକମ୍ପ ଅନୁଭୂତ ହୋଇଛି।

ଏହି ମୃଦୁ ଭୂକକମ୍ପରେ ସେମିତି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚାନ ମିଳିଛି। ମାତ୍ର ସ୍ଥାନୀୟ ଲୋକେ ସାମନ୍ୟ ଭୟଭୀତ ଅଛନ୍ତି।

ରାଇରଙ୍ଗପୁର ଆଖପାଖ ୩ଟି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହାର ତୀବ୍ରତା ୪.୪ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here