ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇମରାନ ହାସମୀଙ୍କ ଫିଲ୍ମ ‘ଜନତ’ରେ ହିରୋଇନ ସୋନାଲ ଚୌହାନଙ୍କୁ ସମସ୍ତେ ଜାଣନ୍ତିା ବୋଲ୍ଡ ଆକ୍ଟ୍ରେସ ସୋନାଲ ଏବେ ଲାଇମମାଇଟରୁ ଦୂରେଇ ରହିଛନ୍ତିା ହେଲେ ସୋସିଆଲ ମିଡିଆରେ ଏବେ ବି ତାଙ୍କର କ୍ରେଜ ଦେଖିବାକୁ ମିଳୁଛିା ସୋନାଲ ଉତ୍ତର ପ୍ରଦେଶର ରାଜପୁତ ରୟାଲ ଫ୍ୟାମିଲିରା

ସୋନାଲଙ୍କୁ ପ୍ରଥମ ଥର ହିମେଶ ରେଶମିଆଁଙ୍କ ଆଲବମ୍ ‘ଆପକା ଶୁରୁର’ ଦେଖିବାକୁ ମିଳିଥିଲା। ୨୦୦୮ରେ ସୋନାଲଙ୍କୁ ‘ଜନତ’ ପାଇଁ ଫିଲ୍ମଫେୟାର ଆଓ୍ୱାର୍ଡ ମିଳିଥିଲା।

ବିଜ୍ଞାପନ କରିବା ସହ ବିଭିନ୍ନ ମାଗାଜିନ ପାଇଁ ସେ ତାଙ୍କର ହଟ୍ ଫଟୋସୁଟ ମଧ୍ୟ କରାଇଥିଲୋ

ସୋନାଲ ‘ରେନଓ୍ୱା’, ‘ବୁଢା ହୋଗା ତେରା ବାପ’, ‘ପେହେଲା ସିତାରା’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତିା ବଲିଉଡ ଛଡ଼ା ସେ କେତେକ ସାଉଥ୍ ଫିଲ୍ମରେ ବି କାମ କରିଛନ୍ତିା ସୋନାଲ ଶେଷ ଥର ପାଇଁ ‘ପଲଟନ’ ଫିଲ୍ମରେ ନଜର ଆସିଥିଲୋ

Comment