ଓଡ଼ିଶାଲାଇଭ୍ ବ୍ୟୁରୋabhinandan

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ପୁଣିଥରେ ଫାଇଟର ଜେଟ ଚଲାଇ ପାରିବୋ କିନ୍ତୁ ଏଥିପାଇଁ ତାଙ୍କୁ ବାଙ୍ଗାଲୋରସ୍ଥିତ ଇଂଷ୍ଟିଚ୍ୟୁଟ ଅଫ ଏୟାରସ୍ପେସ ମେଡିସନ ତରଫରୁ ଗ୍ରୀନ ସିଗନାଲ ମିଳିବା ଦରକାର।

ଅଭିନନ୍ଦନଙ୍କୁ ଆଗାମୀ ସପ୍ତାହରେ ଅନେକ ଟେଷ୍ଟ ଦେବାକୁ ହେବା ଏନେଇ ବାୟୁସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ ମେ ମାସରେ ଜେଟ୍ ଉଡ଼ାଇ ପାରିବେ ବୋଲି ସୂଚନା ମିଳିଛିା

ଅଭିନନ୍ଦନ ୨୭ ଫେବ୍ରୁଆରିରେ ପାକିସ୍ତାନ ଫାଇଟ ଜେଟ ଏଫ୍ ୧୬କୁ ଉଡ଼ାଇ ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲୋ।

ଅଭିନନ୍ଦନଙ୍କ ଜେଟ୍ ଓ ପାକିସ୍ତାନ ଜେଟ ଭିତରେ ଲଢ଼େଇ ଚାଲିଥିବା ବେଳେ ଅଚାନକ ଅଭିନନ୍ଦନଙ୍କ ଦୁଇ ଜଣ ସାଥୀ ସୁଖୋଇ-୩୦ ଏମ୍‌କେଆଇ ଏବଂ ମିରାଜ-୨୦୦ ବିମାନରେ ପାକ୍‌ ବିମାନକୁ ଆଟାକ୍ କରି ଭାରତ ସୀମା ପାର୍ କରି ଦେଇଥିଲେ।

Comment