ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକି ଥିଲାବେଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବାଲେଶ୍ୱରରେ ଏକ ପ୍ରେସମିଟ କରିଛନ୍ତିା ପ୍ରେସମିଟରେ ଅରୁଣ ସିଂହ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଛନ୍ତିା

ରାଜ୍ୟରେ ବିଜେପି ଶାସନକୁ ଆସିଲେ ମୁଖ୍ୟମନ୍ତ୍ରୀ କରିଥିବା ଯୋଜନା କିଛି ବନ୍ଦ ହେବନି ବୋଲି ପ୍ରେସମିଟରେ କହିଛନ୍ତି ଅରୁଣ ସିଂହା

ସେ ଆହୁରି କହିଛନ୍ତି ୧୭ ଲକ୍ଷ ଏସଏଚଜି ମହିଳାଙ୍କୁ ସ୍ମାର୍ଟ ଫୋନ ଦିଆଯିବା ଏଣକି ଚାଷୀଙ୍କ ଧାନ ମଣ୍ଡିରୁ ନୁହେଁ ଘରୁ କିଣାଯିବା

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅରୁଣ ସିଂହ ପ୍ରତ୍ୟେକ ପରିବାରରୁ ଜଣଙ୍କୁ ଚାକିରି ମିଳିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।

Comment