ଓଡ଼ିଶାଲାଇଭ୍ ବ୍ୟୁରୋ

ବାହୁବଳୀ ଆକ୍ଟର ପ୍ରଭାସ ଏପ୍ରିଲ ୧୬ରେ ଇନଷ୍ଟାଗ୍ରାମରେ ଏଣ୍ଟ୍ରି କରିଛନ୍ତିା ଇନଷ୍ଟାରେ ଏଣ୍ଟ୍ରି ପରେ ମାତ୍ର ଗୋଟିଏ ପୋଷ୍ଟରେ ଫ୍ୟାନ ଫଲୋଇଙ୍ଗ ୯ଲକ୍ଷରେ ପହଞ୍ଚିଛିା

ପ୍ରଭାସ ଇନଷ୍ଟାରେ ମାତ୍ର ଗୋଟି ଫଟୋ ସେୟାର କରିଛନ୍ତିା ଏହାକୁ ୩ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତିା ପ୍ରଭାସ ’ବାହୁବଳୀ’ ଫିଲ୍ମର ଫଟୋ ସେୟାର କରିଛନ୍ତିା ଯେଉଁଥିରେ ସେ ହାତରେ ଏକ ଖଣ୍ଡା ଧରିଥିବା ଦେଖାଯାଇଛିା

କିଛି ଦିନ ପୂର୍ବରୁ ପ୍ରଭାସ ଏକ ପ୍ରେସମିଟରେ ଇନଷ୍ଟାରେ ଆସିବେ ବୋଲି ସୂଚନା ଦେଇଥିଲୋ ତାଙ୍କ ଆକାଉଣ୍ଟର ନାମ @actorprabhas ରହିଛିା

ପ୍ରଭାସ ଏବେ ଆଗାମୀ ଫିଲ୍ମ ସାହୋର ସୁଟିଂ କରୁଛନ୍ତିା ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନାୟିକା ସାଜୁଛନ୍ତି ଶ୍ରଦ୍ଧା କପୁରା ଏହି ଫିଲ୍ମରେ ଅନ୍ୟ କେତେଜଣ ବଲିଉଡ ଷ୍ଟାର ରହିଛନ୍ତିା ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ଅଗଷ୍ଟ ୧୫, ୨୦୧୯ରେ ରିଲିଜ ହେବାକୁ ଯାଉଛିା ବାହୁବଳୀ ଫିଲ୍ମ ପରେ ଏହା ପ୍ରଭାସଙ୍କର ଆଉ ଗୋଟିଏ ସୁପରହିଟ ଫିଲ୍ମ ଦର୍ଶକଙ୍କ ପାଇଁ ଭେଟି ହେବା

Comment