ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ୠଷି କପୁର ଆମେରିକାରେ ନିଜ ସ୍ୱାସ୍ଥ୍ୟର ଚିକିତ୍ସା କରୁଛନ୍ତିା ଗତ ବର୍ଷ ସେପ୍ଟେମ୍ବର ମାସରେ ଚିକିତ୍ସା ପାଇଁ ୠଷି ନ୍ୟୁୟର୍କ ଯାଇଥିଲୋ ମିଡିଆ ରିପୋର୍ଟ ଅନୁସାରେ ଏବେ ୠଷିଙ୍କ ସ୍ୱାସ୍ଥ୍ୟରେ ଢେର ସୁଧାର ଆସିଛିା

ସେ ଖୁବଶୀଘ୍ର ବମ୍ବେ ଆସୁଛନ୍ତି ବୋଲି ଖବର ମିଳିଛିା ବମ୍ବେ ଆସିବା ପରେ ପୁଣିଥରେ ସୁଟିଂକୁ ଫେରିବେ ବୋଲି ଶୁଣିବାକୁ ମିଳିଛିା

୬୬ବର୍ଷୀୟ ୠଷିଙ୍କର କ’ଣ ସ୍ୱାସ୍ଥ୍ୟ ସମସ୍ୟା ରହିଛି ତାହାର ଖୁଲାସା ଏଯାଏଁ ହୋଇନାହିଁ। ହେଲେ ୠଷିଙ୍କୁ କ୍ୟାନ୍ସର ହୋଇଥିବ ଚର୍ଚ୍ଚ୍ଚା ଜୋର ହୋଇଥିଲା। ୠଷିଙ୍କ ଭାଇ ରଣଧୀର କପୁର ଏହାକୁ ଖଣ୍ଡନ କରିଥିଲୋ

ଚିକିତ୍ସା ସମୟରେ ତାଙ୍କ ପତ୍ନୀ ନିତୁ ମଧ୍ୟ ତାଙ୍କ ସହିତ ନ୍ୟୁୟର୍କରେ ରହିଛନ୍ତିା ପୁଅ ରଣବୀର କପୁର ମଝିରେ ମଝିରେ ବାପାଙ୍କୁ ଭେଟିବାକୁ  ନ୍ୟୁୟର୍କ ଯାଉଛନ୍ତିା

Comment