ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆଜି ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛିା ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣ ମଦ ଜବତ କରିଛିା

ପୁରୀ ଅବକାର ବିଭାଗ ଓ ବ୍ରହ୍ମପୁର ଇଣ୍ଟେଳିଜେନ୍ସ ବ୍ୟୁରୋ ଅଫିସର ଗୁପ୍ତ ସୂଚନା ପାଇଁ କୃଷ୍ଣପ୍ରସାଦ ପୋଲିସ ଅଧୀନରେ ଥିବା ବାଲିପାଟପୁରା, ପିକା ସାହି, ମାଲୁଦା ଓ ପଥରଗଞ୍ଜାରେ ଚଢ଼ଉ କରିଥଲୋ

ପାଖାପାଖି ୩୦୦ ଲିଟର ଦେଶୀ ମଦ, ୧୧୬ଟି ବିଅର ବୋତଲ, ୨୫୨ଟି (ଆଇଏମ୍ଏଫ୍ଏଲ), ୧୦ ଲିଟର ଡିସ୍ଟିଲ୍ଡ ମଦ ଜବତ କରାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛିା

Comment