ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୧୧୬ ଆସନରେ ୧୬୨୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି

ଆସନ୍ତାକାଲି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ୧୪ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୧୧୬ ଲୋକସଭା ଆସନରେ ଭୋଗଗ୍ରହଣ ହେବ। ଆସନ୍ତାକାଲି ୨୧.୩୬ ପ୍ରତିଶତ ଆସନରେ ଭୋଟଗ୍ରହଣ ହେବ। ଅର୍ଥାତ ୫୪୩ସିଟରୁ ୫୬.୩୬ ପ୍ରତିଶତ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ସୁଦ୍ଧା ଇଭିଏମରେ ସିଲ୍ ହେବ।

ଆସନ୍ତାକାଲି ଅମିତ ଶାହ ,ରାହୁଲ ଗାନ୍ଧିଙ୍କ ପରି ଅନେକ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ଏଥର ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେଉଛି। ଶେଷ ପର୍ଯ୍ୟାୟ ଭୋଟ ମେ ୧୯ରେ ହେବାକୁ ଥିବା ବେଳେ ମେ ୨୩ରେ ଆସିବ ରେଜଲ୍ଟ।

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତୋଟି ସିଟ୍‌ରେ ଭୋଟ ହେବ

 ଆସାମ

ଆସାମରେ ୪ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୫୪ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୮୩.୧୯ ପ୍ରତିଶତ ଭୋଟିଂ ହୋଇଥିଲା।

ବିହାର
ବିହାର ରେ ୫ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୮୨ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୦.୧୯ ପ୍ରତିଶତ ଭୋଟିଂ ହୋଇଥିଲା।

ଛତିଶଗଡ଼

ଛତିଶଗଡ଼ରେ ୭ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୧୨୩ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୯.୫୧ ପ୍ରତିଶତ ଭୋଟିଂ ହୋଇଥିଲା
ଗୋଆ
ଗୋଆରେ ୨ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୧୨ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୭୭.୧୧ ପ୍ରତିଶତ ଭୋଟିଂ ହୋଇଥିଲା
ଗୁଜୁରାଟ

ଗୁଜୁରାଟରେ ୨୬ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୩୭୧ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୩.୬୭ ପ୍ରତିଶତ ଭୋଟିଂ ହୋଇଥିଲା

କର୍ଣ୍ଣାଟକ
କର୍ଣ୍ଣାଟକରେ ୧୪ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୨୩୭ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୬.୮୨ ପ୍ରତିଶତ ଭୋଟିଂ ହୋଇଥିଲା

କେରଳ

କେରଳରେ ୨୦ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୨୨୭ଜଣ ପ୍ରାର୍ଥୀ ଅଛନ୍ତି।  ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୭୦.୦୧ ପ୍ରତିଶତ ଭୋଟିଂ ହୋଇଥିଲା

ମହାରାଷ୍ଟ୍ର

ମହାରାଷ୍ଟ୍ର ରେ ୧୪ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୨୪୯ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୩.୦୩ ପ୍ରତିଶତ ଭୋଟିଂ ହୋଇଥିଲା
ଓଡ଼ିଶା

ଓଡ଼ିଶାରେ ୬ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୬୧ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୭୨.୭୯ ପ୍ରତିଶତ ଭୋଟିଂ ହୋଇଥିଲା
ତ୍ରିପୁରା

ତ୍ରିପୁରାରେ ୧ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୧୦ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୮୩.୫୬ ପ୍ରତିଶତ ଭୋଟିଂ ହୋଇଥିଲା
ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶରେ ୧ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୧୦ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୬୧.୪୪ ପ୍ରତିଶତ ଭୋଟିଂ ହୋଇଥିଲା

ପଶ୍ଚିମ ବଙ୍ଗ

ପଶ୍ଚିମ ବଙ୍ଗାରେ ୫ଟି ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୬୧ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୮୨.୬୨ ପ୍ରତିଶତ ଭୋଟିଂ ହୋଇଥିଲା
ଦାଦ୍ରାନଗର ହାବେଳୀ

ଦାଦ୍ରାନଗର ହାବେଳୀରେ ଗୋଟିଏ ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୧୧ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୮୪.୦୯ ପ୍ରତିଶତ ଭୋଟିଂ ହୋଇଥିଲା

ଡାମନ ଡିଉ

ଡାମନ ଡିଉରେ ଗୋଟିଏ ଲୋକସଭା ଆସନ ଲାଗି ମତଦାନ ହେବ। ମଇଦାନରେ ୪ଜଣ ପ୍ରାର୍ଥୀ ଅଛନ୍ତି। ୨୦୧୪ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ୭୮.୦୧ ପ୍ରତିଶତ ଭୋଟିଂ ହୋଇଥିଲା

ଜମ୍ମୁ କଶ୍ମୀର

ଜମ୍ମୁ କଶ୍ମୀରରେ ଗୋଟିଏ ଲୋକସଭା ଆସନ ଲାଗି ମତଦାନ ହେବ।

Comment