ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଭୋଟ ଦେଇଛନ୍ତିା ଆଡଭାନୀ ଅହମ୍ମଦାବାଦ ଶାହପୁର ସ୍କୁଲରେ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ୧୯୮୯ ମସିହା ଅର୍ଥାତ ୩୦ ବର୍ଷରେ ଏହା ପ୍ରଥମ ଥର ହୋଇଛି ଆଡଭାନି ଲୋକସଭା ନିର୍ବାଚନ ନଲଢ଼ି ଭୋଟ ଦେଇଛନ୍ତିା

ଆଡଭାନୀ ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ି ଆସୁଥିଲୋ ୧୯୯୧ରୁ ଆଡଭାନ ଏହି ଆସନରୁ ସାଂସଦ ରହି ଆସିଥିଲୋ ହେଲେ ବିଜେପି ଏଥର ଏହି ଆସନରୁ ଅମିତ ଶାହଙ୍କୁ ପ୍ରାର୍ଥୀ କରିଛିା ଆଜି ଏହି ଆସନରେ ଶାହଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା

ଭୋଟ ଦେବା ପରେ ଆଡଭାନୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତିା ତୃତୀୟ ପର୍ଯ୍ୟାୟରେ ଗୁଜରାଟରେ ସମସ୍ତ ୨୬ଟି ଆସନରେ ମତଦାନ ଜାରି ରହିଛିା

Comment