ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରି ତୃତୀୟ ପର୍ଯ୍ୟାୟରେ ବି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖାଯାଇଛିା ମୁର୍ଶିଦାବାଦ ଲୋକସଭା ଆସନର ଦୋମକଲ ନଗରପାଳିକା ଅଞ୍ଚଳରେ ଟିଏମସି କର୍ମକର୍ତ୍ତାଙ୍କ ଉପରୁ ବମ୍ ପକାଯାଇଥିବା ଖବର ସାମ୍ନାକୁ ଆସିଛିା ଏହି ଘଟଣାରେ ଟିଏମସିର ୩ କର୍ମମର୍ତ୍ତା ଆହତ ହୋଇଛନ୍ତିା

ଏହି ଆସନରେ ଟିଏମସି ପ୍ରାର୍ଥୀ ହୋଇଛନ୍ତି ଅବୁ ତାହିର ଖାନା ତାଙ୍କ ଟକ୍କର ବିଜେପି ପ୍ରାର୍ଥୀ ହୁମାୟୁ କବୀର ଓ କଂଗ୍ରେସ ପ୍ରାର୍ଥୀ ଅବୁ ହେନାଙ୍କ ସହ ହେବା

ପ୍ରଥମ ପର୍ଯ୍ୟାୟରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ବି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖାଯାଇଥିଲା। ନିର୍ବାଚନୀ ହିଂସା ସତ୍ତ୍ୱେ ବି ପଶ୍ଚିମବଙ୍ଗରେ ଦିନ ୯ଟା ସୁଦ୍ଧା ୧୦.୯୭ ପ୍ରତିଶତ ମତଦାନ ହୋଇଛିା

Comment