ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ। ଉପକୂଳ ଓଡ଼ିଶାରେ ଏହି ମତଦାନ ହୋଇଥିବାରୁ ନେତା, ଅଭିନେତା ଏବଂ ଭୋଟର ଉତ୍ସାହର ସହ ଦେଇଛନ୍ତି ଭୋଟ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମତଦାନ ପାଇଁ ପୋଲିଂ କର୍ମଚାରୀଙ୍କ ପାଖରେ ନାଁ ପଞ୍ଜିକରଣ କରୁଛନ୍ତି।
ଭୁବନେଶ୍ୱରସ୍ଥିତ ଏରୋଡ୍ରମ କଲୋନିସ୍ଥିତ ୟୁପି ସ୍କୁଲରେ ଭୋଟ ଦେଲେ ନବୀନ।
ତାଳଚେରର ୬୦ ନମ୍ବର ବୁଥରେ ଭୋଟ ଦେଲେ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ୍ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥରେ ଭୋଟ ଦେଲେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।
ଏକାମ୍ର-ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱରରେ ଦେଲେ ଭୋଟ।

 

ଭୁବନେଶ୍ୱର-ମଧ୍ୟ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଦେଇଛନ୍ତି ଭୋଟ।

 

ଭୁବନେଶ୍ୱର-ଉତ୍ତର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଦେଲେ ଭୋଟ।

 

ଭୁବନେଶ୍ୱର-ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂ ଦେଲେ ଭୋଟ।

 

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦେଲେ ଭୋଟ।

 

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ ଭୁବନେଶ୍ୱରରେ ଦେଲେ ଭୋଟ।
ଅଭିନେତା ସବ୍ୟସାଚୀ ଦେଲେ ଭୋଟ।

Comment