ଓଡ଼ିଶାଲାଇଭ୍ ବ୍ୟୁରୋ

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ମାନୁଥିବା କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପାଇଁ ଏପ୍ରିଲ ୨୪ ବେଶ ଖାସ। କାରଣ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୭୩ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲୋ ସେ ଆଜି ତାଙ୍କର ୪୬ତମ ଜନ୍ମ ଦିନ ପାଳନ କରୁଛନ୍ତିା

ସୋସିଆଲ ମିଡିଆରେ ସଚିନଙ୍କ ଫ୍ୟାନ୍ସ ତାଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛନ୍ତିା

ସଚିନ ବହୁତ କମ ବୟସରୁ ହିଁ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲୋ କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ଲାଗି ସେ ଅନେକ ରେକର୍ଡ ନିଜ ନାଁରେ କରିନେଇଛନ୍ତି।

ସଚିନ ଭାରତ ପାଇଁ ୨୦୦ଟି ଟେଷ୍ଟ ମ୍ୟାଚ ଓ ୪୬୩ଟି ଓ୍ୱାନଡେ ଖେଳିଛନ୍ତିା

ସେ ଏକମାତ୍ର ଭାରତୀୟ ଖେଳାଳି ଯିଏକି ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜନୁ ଆଓ୍ୱାର୍ଡ, ପଦ୍ମଶ୍ରୀ ଆଓ୍ୱାର୍ଡରେ ସମ୍ମାନିତ ହୋଇଛନ୍ତିା

୨୦୧୩ରୁ ଆନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଆଜିବି କ୍ରିକେଟ ପ୍ରେମୀଙ୍କଠାରେ ସଚିନଙ୍କ କ୍ରେଜ ଦେଖିବାକୁ ମିଳୋ

Comment