ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଓଡ଼ିଶା ଗସ୍ତରେ ଆଜି ବିଳମ୍ବ ହେବା ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାହୁଲ ବିଳମ୍ବରେ ଓଡ଼ିଶା ଆସିବେ। ବିଳମ୍ବ ନେଇ ନିଜେ ରାହୁଲ ଟୁଇଟ କରି ସୂଚନା ଦେଇଛନ୍ତିା  ଆସିବାରେ ବିଳିମ୍ବ ହେଉଥିବାରୁ ରାହୁଲ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତିା

ପାଟନାରେ ବିମାନରେ ତ୍ରୁଟି ଦେଖାଯାଇଥିବାରୁ ରାହୁଲ ଦିଲ୍ଲୀ ଫେରିଯାଇଛନ୍ତିା ସେ ବିଳମ୍ବରେ ଆସିବୋ

ଆଜି ଓଡ଼ିଶା ସମେତ ବିହାର ଓ ମହାରାଷ୍ଟ୍ରରେ ରାହୁଲଙ୍କର କାର୍ଯ୍ୟକ୍ରମ ରହିଥିଲା। ରାହୁଲ ଆଜି ବାଲେଶ୍ୱର ଓ ଜଗତସିଂହପୁରେ ପ୍ରଚାର କରିଥାନ୍ତେ। ବିମାନରେ ତ୍ରୁଟି ଯୋଗୁଁ ସେ ବିଳମ୍ବରେ ଆସୁଛନ୍ତିା

Comment