ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଗୋଟି ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ଆଥଲେଟ ପିଟି ଉଷାଙ୍କ ବାୟାପିକରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ ପ୍ରିୟଙ୍କା ଚୋପ୍ରାକୁ ଦିଆଯାଇଥିଲା କୌଣସି କାରଣରୁ ପ୍ରିୟଙ୍କା ମନା କରିବାରୁ ଏହି ଫିଲ୍ମ ଏବେ କ୍ୟାଟ୍ରିନା କରିବେ ବୋଲି ଖବର ଆସୁଛିା

ଏହି ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କ ନାମ ଔପଚାରିକ ଭାବେ ଘୋଷଣା ହୋଇନାହଁ। ଯଦି କ୍ୟାଟ୍ରିନା ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ସେ ପ୍ରଥମ ଥର ଏକ ବାୟୋପିକରେ ଅଭିନୟ କରିବୋ

୨୦୧୯ରେ କ୍ୟାଟ୍ରିନାଙ୍କ ନିକଟରେ ଫିଲ୍ମ ଭାରତକୁ ଛାଡ଼ି ଆଉ ଏକ ଫିଲ୍ମ ଅଛିା ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ  ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବୋ

କ୍ୟାଟ୍ରିନାଙ୍କ ଫିଲ୍ମ ’ଭାରତ’ରେ ସୁପରଷ୍ଟାର ସଲମାନ ଖାନ, ଦିଶା ପାଟନୀ, ଜ୍ୟାକି ଶ୍ରଫ, ସୁନିଲ ଗ୍ରୋଭର ଆଦି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବୋ ଏହି ଫିଲ୍ମ ଇଦ ଅବସରରେ ରିଲିଜ ହେବା

Comment