ଓଡ଼ିଶାଲାଇଭ ବ୍ୟୁରୋ

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଏବେ ଓଡ଼ିଶାମୁହାଁ ହୋଇଛି ବାତ୍ୟା ‘ଫନି’। ‘ଫନି’କୁ ନେଇ ଆମେ ଆପଣଙ୍କ ପାଖରେ ଟିକିନିକି ଖବର ପହଞ୍ଚାଇବାକୁ ଚେଷ୍ଟା କରୁଛୁ।

ପ୍ରତି ସମୟର ଅପଡେଟ ଖବର ଆମେ ଟିକିନିକି ଭାବେ ଆପଣଙ୍କ ପାଖରେ ପହଞ୍ଚାଉଛୁ। ‘ଫନି’କୁ ନେଇ ଓଡ଼ିଶାଲାଇଭର ବିସ୍ତୃତ କଭରେଜ।

Comment