ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିକାଲି ଶିଳ୍ପା ସେଟ୍ଟି ନିଜ ସ୍ୱାମୀ ରାଜ କୁନ୍ଦ୍ରା ଓ ପୁଅ ସହ ହଲିଡେ ଟ୍ରିପରେ ଅଛନ୍ତି। ଏନେଇ ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଶିଳ୍ପାଙ୍କ ପୁଅ ପହଁରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଶିଳ୍ପାଙ୍କ ପୁଅ ବିୟାନ ରାଜକୁନ୍ଦ୍ରାଙ୍କ ସହ ପହଁରୁଥିବା ଦେଖିବାକୁ ମିଳିଛି। ନିଜ ପୁଅର ଏହି ଭିଡିଓ ରାଜ କୁନ୍ଦ୍ରା ନିଜେ ବନାଇଛନ୍ତି।

ଶିଳ୍ପା ଏହି ଭିଡିଓ ପୋଷ୍ଟ କରିବା ବେଳେ ଏକ ସୁନ୍ଦର କ୍ୟାପସନ ବି ଲେଖିଛନ୍ତି। ଏହା ସହିତ ସେ କହିଛନ୍ତି ତାଙ୍କୁ ସେହି ଜାଗା ପ୍ରତି ଭଲପାଇବା ହୋଇଯାଇଛି।

ଶିଳ୍ପା ନିଜ ବିଜି ସିଡ୍ୟୁଲରୁ ନିଜ ଲାଗି ସମୟ ବାହାର କରି ଏବେ ଫ୍ୟାମିଲକୁ ଟାଇମ୍ ଦେଉଛନ୍ତି। ପୂରା ପରିବାର ଏବେ ଥାଇଲାଣ୍ଡରେ ହଲିଡେ ଟ୍ରିପ ଉପଭୋଗ କରୁଛନ୍ତି। ଏହି ସମୟରେ କିଛି ଫଟୋ ସେୟାର କରିଛନ୍ତି ଶିଳ୍ପା, ଯେଉଁଥିରେ ସେ କାଫି ଖୁସିଥିବା ନଜର ଆସିଛନ୍ତି।

Comment