ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ମାତୃ ଦିବସା ସାରାଦେଶରେ ଏହି ଦିବସକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଉଛିା ଏହାର ଝଲକ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କ୍ରିଡା ଓ ବଲିଉଡରେ ଦେଖିବାକୁ ମିଳିଛିା ଭିନ୍ନ ଭିନ୍ନ ଢ଼ଙ୍ଗରେ ସମସ୍ତେ ଏହି ସ୍ପେଶାଲ ଡେ’କୁ ପାଳନ କରୁଛନ୍ତିା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏକ ସ୍ୱତନ୍ତ୍ର ଢ଼ଙ୍ଗରେ ମଦର୍ସ ଡେ’ରେ ନିଜ ମା’କୁ ଅଭିନନ୍ଦନ ଜଣାଇଛନ୍ତିା

କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜ ମା’ଙ୍କର ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିବା ସହ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତିା କ୍ୟାଟ୍ରିନା ତାଙ୍କ ମା’ଙ୍କ ପାଇଁ , ସୁନ୍ଦର କବିତା ମଧ୍ୟ ଲେଖିଛନ୍ତିା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ୍ୟାଟ୍ରିନା ଅବିକଳ ମା’ ନିଜ ପରି ଦେଖାଯାଆନ୍ତି। ଅବଶ୍ୟ କ୍ୟାଟ୍ରିନାଙ୍କ ପରିବାର ସବୁବେଳେ ଲାଇମ ଲାଇଟରୁ ଦୂରରେ ରହିଥାନ୍ତିା

କ୍ୟାଟ୍ରିନା ଏବେ ସଲମାନ ଖାନଙ୍କ ସହ ଆସୁଥିବା ଆଗାମୀ ଫିଲ୍ମ ’ଭାରତ’ ପାଇଁ ଚର୍ଚ୍ଚାରେ ଅଛନ୍ତିା ନିକଟରେ ଏହି ଫିଲ୍ମରେ ଗୀତ ମଧ୍ୟ ରିଲିଜ ହୋଇଛିା ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନଙ୍କ ଦମଦାର କେମେଷ୍ଟ୍ରି ଦେଖିବାକୁ ମିଳିବା

Comment