ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସିରିଏଲ CID କିଛି ଦିନ ହେବ ଛୋଟ ପରଦାରୁ ଗାଏବ ହୋଇଯାଇଛିା ହେଲେ ଏବେ CID ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ଆସିଛିା ରିପୋର୍ଟ ଅନୁସାରେ CID ଟିମ ଆଉ ଏକ ନୂଆ ଶୋ’ରେ ନଜର ଆସିବାକୁ ଯାଉଛନ୍ତି।

ଏହି ନୂଆ ସୋ’ ବି ପୋଲିସ ଉପରେ ଆଧାରିତ ହେବା ଏହି ସୋ’ରେ CID ସମସ୍ତ ସଦସ୍ୟ ରହିବେ ବୋଲି ଜଣାପଡ଼ିଛିା

CID ସୋନି ଚ୍ୟାନେଲର ସବୁଠାରୁ ଦୀର୍ଘ ଦିନ ଚାଲିଥିବା ସୋ ଥିଲା। ୨୦୧୮ରେ ସିରିଏଲଟି ବନ୍ଦ ହୋଇଥିଲା। ଦୀର୍ଘ ଦିନ ସିରିଏଲଟି ଚାଲିଥିଲା ସିରିଏଲକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲୋ ସିରିଏଲଟି ବନ୍ଦ ହୋଇଯିବା ପରେ CID ଫ୍ୟାନ୍ସ ନିରାଶ ହୋଇଥିଲୋ ହେଲେ ଏବେ ପୁଣି ଥରେ ଟିଭି ପରଦାରେ CIDକୁ ଟିମକୁ ଦେଖିବାକୁ ପାଇବେ ଦର୍ଶକା

CID ୧୯୯୭ରେ ସୋନିରେ ଆରମ୍ଭ ହୋଇଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment