ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଜୟ ଦେବଗନ, ତବ୍ବୁ, ରାକୁଲଙ୍କ ଅଭିନୀତ ଫିଲ୍ମ ଦେ ଦେ ପ୍ୟାର ଦେ ଆଜି ରିଲିଜ ହୋଇଛିା ଫିଲ୍ମରେ ଅଭିନେତ୍ରୀ ରାକୁଲଙ୍କା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଏହି ଫିଲ୍ମକୁ ଆକିବ ଅଲ୍ଲୀ ନିର୍ଦ୍ଦେଶନା ଦେଇଛନ୍ତିା ଫିଲ୍ମ ରିଲିଜ ହେବା ପରେ ଏହାକୁ ସୋସିଆଲ ମିଡିଆରେ ଭଲ ରେସପନ୍ସ ମିଳୁଛିା

ଫିଲ୍ମଟି ଏକ ଭିନ୍ନ କାହାଣୀକୁ ନେଇ ଗତିଶୀଳ ହୋଇଛିା ଫିଲ୍ମରେ ଅଜୟ ତାଙ୍କଠୁ ଢ଼େର ସାନ ରାକୁଲଙ୍କ ପ୍ରେମରେ ପଡ଼ିଯାଇଛନ୍ତିା ତବ୍ବୁ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତିା

ପାଖାପାଖି ୪୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପ୍ରଥମ ଦିନରେ ୧୧,୫୦ କୋଟି ଟଙ୍କା ଆୟ କରିଛିା

କିୀଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇଥିଲା। ଏହାକୁ ଦର୍ଶକ ଖବୁ ପସନ୍ଦ କରିଥିଲୋ ଫିଲ୍ମର ଟାଇଟାଲ ଟ୍ରାକ ଦେ ଦେ ପ୍ୟାର ଦେ ରେ ପଞ୍ଜାବୀ ତଡ଼କା ଦେଖିବାକୁ ମିଳିଛିା ଫିଲ୍ମରେ କମେଡି ମଧ୍ୟ ରହିଛିା

କମେଡି ଫିଲ୍ମ ଭାବେ ଅଜୟ ପ୍ରଥମେ ଟୋଟାଲ ଧମାଲରେ ନଜର ଆସିଥିଲେ। ତା’ପରେ ଗୋଲମାଲରେ ବି ସେ ଅଭିନୟ କରିଥିଲୋ ଫିଲ୍ମଟି ସୁପରହିଟ ହୋଇଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment