ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଆସନ୍ତା ୧୯ ତାରିଖରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ହେବ ସାନି ମତଦାନ। ସହିଦନଗର ହାଇସ୍କୁଲଠାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବା

ଉଭୟ ଲୋକସଭା ଓ ବିଧାନସଭା ଲାଗି ଭୋଟ ଗ୍ରହଣ ହେବା ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତିା

ଭୁବନେଶ୍ୱର (ମଧ୍ୟ)ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ତୃତୀୟ ପର୍ଯ୍ୟାୟ ତଥା ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହୋଇଥିଲା।

ତେବେ ମେ’ ୧୯ରେ ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲାରେ ସାନି ମତଦାନ ହେବ।

Comment