ଓଡ଼ିଶାଲାଇଭ୍ ବ୍ୟୁରୋ

ଆପାର୍ଟମେଣ୍ଟର କାର୍ ପାର୍କିଂରେ ଅଗ୍ନିକାଣ୍ଡ ଘଟି ୮ ଟି ଗାଡ଼ି ଜଳିଯାଇଛିା ଭୁବନେଶ୍ୱର ଜିଜିପି କଲୋନୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଣ୍ଟରେ  ଏହି ଘଟଣା ଘଟିଛିା

ଅଗ୍ନିକାଣ୍ଡରେ ୨ଟି କାର ସହ ୬ଟି ବାଇକ ଜଳିଯାଇଛିା ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ ତେବେ କାର ପାର୍କିଂରେ ନିଆଁ କେମିତି ଲାଗିତା ତାହା ଜଣାପଡ଼ିନା

ହେଲେ କେହି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛିା ପୋଲିସ ଘଟଣାର ତନାଘନା ଆରମ୍ଭ କରିଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment