ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବଡ଼ଚଣା ବିଧାନସଭା ଆସନରେ ପୁଣି ଥରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ। ଷଷ୍ଠ ଥର ପାଇଁ ବିଜୟୀ ହୋଇଛନ୍ତି ଅମର। ସେ ମାତ୍ର ୧ ହଜାର ୬୨୮ ଭୋଟରେ ଆଗୁଆ ଅଛନ୍ତିା

ଅମର ପ୍ରସାଦ ଶତପଥୀ ମୋଟ୍ ୬୩ ହଜାର ୮୧୯ ଭୋଟ୍ ପାଇଛନ୍ତିା

ଅନ୍ୟପଟେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ମୋଟ୍ ୬୨ ହଜାର ୧୯୧ ଭୋଟ୍ ପାଇଥିବା ବେଳେ କଂଗ୍ରେସର ଅଜୟ କୁମାର ସାମଲ ମୋଟ୍ ୯ ହଜାର ୨୭୪ ଭୋଟ୍ ପାଇଛନ୍ତି।

Comment