ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଝରିଗାଁ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରକାଶ ମାଝି ବିଜୟୀ ହୋଇଛନ୍ତିା ବିଜେଡି ପ୍ରାର୍ଥୀ ପ୍ରକାଶ ମାଝି ୩୧ ହଜାର ୨୨୮ ଭୋଟରେ ବିଜୟୀ ହୋଇଛନ୍ତିା ଝରିଗାଁ ବିଧାନସଭା ଆସନର ଭୋଟ ଗଣତି ଶେଷ ହୋଇଛିା

ପ୍ରକାଶ ମାଝି ମୋଟ୍ ୭୭ ହଜାର ୭୧୯ ଭୋଟ୍ ପାଇଥିବା ବେଳେ କଂଗ୍ରେସର ଉଳଧର ମାଝି ୪୬ ହଜାର ୪୪୪ ଭୋଟ୍ ପାଇଛନ୍ତିା

ବିଜେପି ପ୍ରାର୍ଥୀ ମୋଟ୍ ୩୯ ହଜାର ୫୨୭ ଭୋଟ୍ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୁନୀତା ବଞ୍ଜାରା ୪ ହଜାର ୯୮୩ ପାଇଛନ୍ତିା

ଝରିଗାଁ ବିଧାନସଭା ଆସନରେ ୫ ହଜାର ୬୮୯ ନୋଟା ଭୋଟ୍ ପଡ଼ିଛିା

Comment