ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ କଂଗ୍ରେସର ୮ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକସଭାକୁ ଯିବା ସମ୍ଭାବନା ଦେଖାଯାଉ ନାହିଁ। ଭୋଟ ଗଣତିର ଟ୍ରେଣ୍ଡକୁ ଯଦି ଲକ୍ଷ୍ୟ କରାଯାଏ ଏହି ସବୁ ମୁଖ୍ୟମନ୍ତ୍ରୀ ହାରିବା ରାସ୍ତାରେ। କେନ୍ଦ୍ରରେ କ୍ଷମତା ହାସଲ ଲକ୍ଷ୍ୟ ରଖିଥିବା କଂଗ୍ରେସ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା। ଯେଉଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିବା ନିଶ୍ଚିତ ସେମାନେ ହେଲେ:

ହରିୟାଣା – ଭୁପିନ୍ଦର ସିଂହ ହୁଡ଼ା
ଦିଲ୍ଲୀ – ଶିଲା ଦୀକ୍ଷିତ
ମଧ୍ୟପ୍ରଦେଶ – ଦିଗବିଜୟ ସିଂହ
ଉତ୍ତରାଖଣ୍ଡ – ହରିଶ ରାବତ
ମେଘାଳୟ – ମୁକୁଲ ସାଙ୍ଗମା
ମହାରାଷ୍ଟ୍ର – ସୁଶୀଲ ସିନ୍ଧେ
ଅରୁଣାଚଳ ପ୍ରଦେଶ – ନବାମ ଟୁକୀ
ମହାରାଷ୍ଟ୍ର – ଅଶୋକ ଚଭନ୍

Comment