ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗୁରୁବାର (୨୩, ମେ ୨୦୧୯) ରାତି ୧୦ଟା ୩୦ ସୁଦ୍ଧା ନିର୍ବାଚନ କମିଶନଙ୍କ ସୂତ୍ରରୁ ଘୋଷିତ ତଥ୍ୟ ଅନୁଯାୟୀ:

ଆସିକା

ପ୍ରମିଳା ବିଷୋୟୀ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୪୧,୧୯୭

ଭୋଟ ବ୍ୟବଧାନ – ୨,୦୧,୬୨୯

ଦ୍ୱିତୀୟ ସ୍ଥାନ: ଅନିତା ଶୁଭଦର୍ଶିନୀ (ବିଜେପି)। ମୋଟ୍ ଭୋଟ୍ ୩,୩୯,୫୬୮

ବାଲେଶ୍ୱ

ପ୍ରତାପ ଚନ୍ଦ୍ର ଷଡଙ୍ଗୀ (ବିଜେପି)- ବିଜୟୀ। ମୋଟ ଭୋଟ୍ ୩,୫୭,୧୮୧

ଭୋଟ ବ୍ୟବଧାନ – ୩୨,୯୬୨

ଦ୍ୱିତୀୟ ସ୍ଥାନ: ରବୀନ୍ଦ୍ର କୁମାର ଜେନା (ବିଜେଡି)। ମୋଟ୍ ଭୋଟ୍ ୩,୨୪,୨୧୯

ବରଗଡ଼

ସୁରେଶ ପୂଜାରୀ (ବିଜେପି)- ବିଜୟୀ। ମୋଟ ଭୋଟ୍ ୫,୭୩,୭୦୪

ଭୋଟ ବ୍ୟବଧାନ – ୬୦,୯୯୯

ଦ୍ୱିତୀୟ ସ୍ଥାନ: ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି)। ମୋଟ୍ ଭୋଟ୍ ୫,୧୨,୭୦୫

ବ୍ରହ୍ମପୁର

ଚନ୍ଦ୍ରଶେଖର ସାହୁ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୪,୨୭,୭୧୧

ଭୋଟ ବ୍ୟବଧାନ – ୯୦,୫୦୫

ଦ୍ୱିତୀୟ ସ୍ଥାନ: ଭ୍ରୂଗୁବକ୍ସି ପାତ୍ର (ବିଜେପି)। ମୋଟ୍ ଭୋଟ୍ ୩,୩୭,୨୦୬

ଭଦ୍ରକ

ମଞ୍ଜୁଲତା ମଣ୍ଡଳ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୪,୧୯,୧୩୯

ଭୋଟ ବ୍ୟବଧାନ – ୩୮, ୮୨୭

ଦ୍ୱିତୀୟ ସ୍ଥାନ: ଅଭିମନ୍ୟୁ ସେଠୀ (ବିଜେପି)। ମୋଟ୍ ଭୋଟ୍ ୩,୮୧,୬୦୦

ଭୁବନେଶ୍ୱ

ଅପରାଜିତା ଷଡଙ୍ଗୀ (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୬୯,୩୧୮

ଭୋଟ ବ୍ୟବଧାନ – ୨୧,୦୮୭

ଦ୍ୱିତୀୟ ସ୍ଥାନ: ଅରୁପ ମୋହନ ପଟ୍ଟନାୟକ (ବିଜେଡି)। ମୋଟ୍ ଭୋଟ୍ ୪,୪୮,୨୩୧

ବଲାଙ୍ଗୀର

ସଂଗୀତା କୁମାରୀ ସିଂହଦେଓ (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୩୯,୪୮୪

ଭୋଟ ବ୍ୟବଧାନ – ୩,୯୨୭

ଦ୍ୱିତୀୟ ସ୍ଥାନ: କଳିକେଷ ନାରାୟଣ ସିଂହଦେଓ (ବିଜେଡି)। ମୋଟ୍ ଭୋଟ୍ ୪,୩୫,୪୬୬

କଟକ

ଭର୍ତ୍ତୃହରି ମହତାବ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୪,୬୫, ୪୬୧

ଭୋଟ ବ୍ୟବଧାନ – ୧,୦୩,୯୭୯

ଦ୍ୱିତୀୟ ସ୍ଥାନ: ପ୍ରକାଶ ମିଶ୍ର (ବିଜେପି)। ମୋଟ୍ ଭୋଟ୍ ୩,୬୧,୦୦୫

ଢେଙ୍କାନାଳ

ମହେଶ ସାହୁ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୧୮,୫୦୫

ଭୋଟ ବ୍ୟବଧାନ – ୩୬,୯୫୧

ଦ୍ୱିତୀୟ ସ୍ଥାନ: ଋଦ୍ର ନାରାୟଣ ପାଣି (ବିଜେପି)। ମୋଟ୍ ଭୋଟ୍ ୪,୮୧,୫୫୪

ଜଗତସିଂହପୁର

ରାଜଶ୍ରୀ ମଲ୍ଲିକ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୩୭,୪୦୫

ଭୋଟ ବ୍ୟବଧାନ – ୨,୩୨,୪୨୫

ଦ୍ୱିତୀୟ ସ୍ଥାନ: ବିଭୂପ୍ରସାଦ ତରାଇ (ବିଜେପି)। ମୋଟ୍ ଭୋଟ୍ ୩,୦୭,୩୦୮

ଯାଜପୁର

ଶର୍ମିଷ୍ଠା ସେଠୀ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୪୦,୦୩୯

ଭୋଟ ବ୍ୟବଧାନ – ୧,୦୦,୧୮୦

ଦ୍ୱିତୀୟ ସ୍ଥାନ: ଅମୀୟକାନ୍ତ ମଲ୍ଲିକ (ବିଜେପି)। ମୋଟ୍ ଭୋଟ୍ ୪,୩୯,୮୫୯

କଳାହାଣ୍ଡି

ବସନ୍ତ କୁମାର ପଣ୍ଡା (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୨୦,୧୫୪

ଭୋଟ ବ୍ୟବଧାନ – ୨୨,୪୧୫

ଦ୍ୱିତୀୟ ସ୍ଥାନ: ପୁଷ୍ପେନ୍ଦ୍ର ସିଂହଦେଓ (ବିଜେଡି)। ମୋଟ୍ ଭୋଟ୍ ୩,୯୭,୭୩୯

କନ୍ଧମାଳ

ଅଚ୍ୟୁତାନନ୍ଦ ସାମନ୍ତ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୪,୨୫,୮୬୭

ଭୋଟ ବ୍ୟବଧାନ – ୧,୨୯,୯୩୬

ଦ୍ୱିତୀୟ ସ୍ଥାନ: ଐର ଖାରବେଳ ସ୍ୱାଇଁ (ବିଜେପି)। ମୋଟ୍ ଭୋଟ୍ ୨,୯୫,୯୦୪

କେନ୍ଦ୍ରାପଡ଼ା

ଅନୁଭବ ମହାନ୍ତି (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୩୩,୧୩୧

ଭୋଟ ବ୍ୟବଧାନ – ୧,୨୮,୪୪୧

ଦ୍ୱିତୀୟ ସ୍ଥାନ: ବୈଜୟନ୍ତ ପଣ୍ଡା (ବିଜେପି)। ମୋଟ୍ ଭୋଟ୍ ୪,୦୪,୬୯୦

କେନ୍ଦୁଝର

ଚନ୍ଦ୍ରାଣି ମୁର୍ମୁ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୫,୧୮,୮୮୬

ଭୋଟ ବ୍ୟବଧାନ – ୬୩,୮୧୦

ଦ୍ୱିତୀୟ ସ୍ଥାନ: ଅନନ୍ତ ନାୟକ (ବିଜେପି)। ମୋଟ୍ ଭୋଟ୍ ୪,୫୫,୦୭୬

କୋରାପୁଟ

ସପ୍ତଗିରି ଶଙ୍କର ଉଲକା (କଂଗ୍ରେସ)- ବିଜୟୀ। ମୋଟ ଭୋଟ୍ ୩,୬୪,୯୧୬

ଭୋଟ ବ୍ୟବଧାନ – ୪,୦୫୬

ଦ୍ୱିତୀୟ ସ୍ଥାନ: କୌଶଲ୍ୟା ହିକ୍‌କା (ବିଜେଡି)। ମୋଟ୍ ଭୋଟ୍ ୩,୬୦,୭୨୬

ମୟୂରଭଞ୍ଜ

ବିଶ୍ବେଶ୍ବର ଟୁଡୁ (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୭୬,୯୨୦

ଭୋଟ ବ୍ୟବଧାନ – ୨୨,୫୪୮

ଦ୍ୱିତୀୟ ସ୍ଥାନ: ଡକ୍ଟର ଦେବାଶିଷ ମାରଣ୍ଡି (ବିଜେଡି)। ମୋଟ୍ ଭୋଟ୍ ୪,୫୪,୩୭୨

ନବରଙ୍ଗପୁର

ରମେଶ ଚନ୍ଦ୍ର ମାଝୀ (ବିଜେଡି)- ବିଜୟୀ। ମୋଟ ଭୋଟ୍ ୩,୮୧,୦୭୪

ଭୋଟ ବ୍ୟବଧାନ – ୪୭,୮୬୫

ଦ୍ୱିତୀୟ ସ୍ଥାନ: ପ୍ରଦୀପ କୁମାର ମାଝୀ (ବିଜେପି)। ମୋଟ୍ ଭୋଟ୍ ୩,୩୧,୯୪୨

ପୁରୀ

ପିନାକୀ ମିଶ୍ର (ବିଜେଡି)- ବିଜୟୀ। ମୋଟ ଭୋଟ୍ ୪,୮୧,୧୫୮

ଭୋଟ ବ୍ୟବଧାନ – ୧୨,୧୩୧

ଦ୍ୱିତୀୟ ସ୍ଥାନ: ଡକ୍ଟର ସମ୍ବିତ ପାତ୍ର (ବିଜେପି)। ମୋଟ୍ ଭୋଟ୍ ୪,୬୯,୮୭୪

ସମ୍ବଲପୁର

ନିତେଶ ଗଙ୍ଗଦେବ (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୬୭, ୭୧୫

ଭୋଟ ବ୍ୟବଧାନ – ୯,୧୨୯

ଦ୍ୱିତୀୟ ସ୍ଥାନ: ନଳିନୀକାନ୍ତ ପ୍ରଧାନ (ବିଜେଡି)। ମୋଟ୍ ଭୋଟ୍ ୪,୫୮,୫୮୬

ସୁନ୍ଦରଗଡ଼

ଜୁଏଲ ଓରାମ (ବିଜେପି)- ବିଜୟୀ। ମୋଟ ଭୋଟ୍ ୪,୮୩,୫୮୩

ଭୋଟ ବ୍ୟବଧାନ – ୨,୧୭,୭୬୭

ଦ୍ୱିତୀୟ ସ୍ଥାନ: ସୁନିତା ବିଶ୍ୱାଳ (ବିଜେଡି)। ମୋଟ୍ ଭୋଟ୍ ୨,୬୫,୮୧୬

Comment